Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସିଆ କପ୍ 2017ରେ ବିଜୟ ପାଇଁ ଭାରତୀୟ ହକି ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଏସିଆ କପ୍ 2017ରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

“ଶ୍ରେଷ୍ଠ ପ୍ରଦର୍ଶନ, ଶ୍ରେଷ୍ଠ ବିଜୟ! ଏସିଆ କପ୍ 2017ରେ ବିଜୟ ହାସଲ କରିଥିବାରୁ ଆମ ହକି ଦଳକୁ ଶୁଭକାମନା । ଆପଣଙ୍କ ଅବିଶ୍ୱସନୀୟ ବିଜୟରେ ଭାରତ ଆନନ୍ଦିତ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

******