Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସିଆ କପ 2017 ବିଜୟୀ ମହିଳା ହକି ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଏସିଆ କପ 2017 ବିଜୟୀ ହୋଇଥିବା ଭାରତୀୟ ମହିଳା ହକି ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

“ମହିଳା ଏସିଆ କପ 2017 ବିଜୟୀ ହୋଇଥିବାରୁ ଆମର ହକି ଦଳକୁ ଅଭିନନ୍ଦନ । ଏହି ବୃହତ ଓ ମର୍ଯ୍ୟାଦାପୂର୍ଣ୍ଣ ସଫଳତାରେ ଭାରତ ବହୁତ ଆନନ୍ଦିତ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********