Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସୀୟ କୁସ୍ତି ଚାମ୍ପିୟନଶିପରେ ସ୍ଵର୍ଣ୍ଣ ପଦକ ବିଜୟୀ ବଜରଙ୍ଗ ପୁନିଆଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ କୁସ୍ତି ଚାମ୍ପିୟନଶିପରେ ସ୍ଵର୍ଣ୍ଣ ପଦକ ବିଜୟୀ ବଜରଙ୍ଗ ପୁନିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଏସୀୟ କୁସ୍ତି ଚାମ୍ପିୟନଶିପରେ ସ୍ଵର୍ଣ୍ଣ ପଦକ ବିଜୟୀ ବଜରଙ୍ଗ ପୁନିଆଙ୍କୁ ଶୁଭେଚ୍ଛା । ଭାରତ ତାଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ଗର୍ବିତ ।”

****