Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସୀୟ କ୍ରୀଡ଼ାରେ ପୁରୁଷ ଜାଭେଲିନ୍ ପ୍ରତିଯୋଗିତାରେ ନୀରଜ ଚୋପ୍ରାଙ୍କ ଦ୍ୱାରା କ୍ରମାଗତ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ହାସଲ ପାଇଁ ପ୍ରଧାନମନ୍ତ୍ରୀଙ୍କ ଖୁସି


ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ପୁରୁଷ ଜାଭେଲିନ ପ୍ରତିଯୋଗିତାରେ କ୍ରମାଗତ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

ଏସୀୟ କ୍ରୀଡ଼ାରେ ନୀରଜ ଚୋପ୍ରାଙ୍କ ପାଇଁ ଜାଭେଲିନ ଥ୍ରୋରେ କ୍ରମାଗତ ଦ୍ୱିତୟ ସ୍ୱର୍ଣ୍ଣ ଏହି ଐତିହାସିକ କୀର୍ତ୍ତି ପାଇଁ ତାଙ୍କୁ ଅଭିନନ୍ଦନ ଏହି ଚମତ୍କାର ବିଜୟ ତାଙ୍କ ଉତ୍ସର୍ଗ ଏବଂ ବର୍ଷ ବର୍ଷ ପ୍ରଶିକ୍ଷଣର ଫଳ ସେ ସଫଳତାର ନୂଆ ଉଚ୍ଚତାକୁ ଛୁଅଁନ୍ତୁ ତାଙ୍କ ପାଇଁ ଶୁଭକାମନା

 

SR