Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୧୬ ବିଜୟିନୀ ଭାରତୀୟ ମହିଳା ହକି ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ଏସୀୟାନ ଚାମ୍ପିଅନ୍ସ ଟ୍ରଫି ୨୦୧୬ରେ ଭାରତୀୟ ମହିଳା ହକି ଦଳର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

“ଏସୀୟାନ ଚାମ୍ପିଅନ୍ସ ଟ୍ରଫି ୨୦୧୬ ବିଜୟୀ ଆମ ମହିଳା ହକି ଦଳକୁ ଅଭିନନ୍ଦନ । ଭାରତୀୟ ହକି ପାଇଁ ଏହା ଏକ ଖୁସିର ମୂହୁର୍ତ୍ତ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

***