ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ ଚାମ୍ପିଆନ୍ସ ଟ୍ରଫି ବିଜୟୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।
“ଆମ ହକି ଦଳ ପାଇଁ ଆମେ ଗୌରବାନ୍ଵିତ । ଏସୀୟ ଚାମ୍ପିଆନ୍ସ ଟ୍ରଫି ବିଜୟ ପାଇଁ ବହୁତ ବହୁତ ଅଭିନନ୍ଦନ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Very proud of our hockey team. Congratulations on winning the Asian Champions Trophy. @TheHockeyIndia
— Narendra Modi (@narendramodi) October 30, 2016