ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ ପାରା ଗେମ୍ସ ୨୦୨୬ ରେ ମହିଳା ୪୦୦ ମିଟର ଟି–୧୨ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ତେଜଲବେନ ଡାମୋରଙ୍କୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି।
ଶ୍ରୀ ମୋଦୀ କହିଥିଲେ ଯେ ତାଙ୍କର ଗତି, ସଂକଳ୍ପ ଏବଂ ଉତ୍କର୍ଷତା ପ୍ରତି ପ୍ରତିବଦ୍ଧତା ବାସ୍ତବରେ ପ୍ରଶଂସନୀୟ ଏବଂ ଏହି ସଫଳତା ପାଇଁ ସେ ଅଭିନନ୍ଦନ ଜଣାଇଥିଲେ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେୟାର କରିଛି:
“ତେଜଲବନ୍ ଡାମୋରଙ୍କ ଦ୍ୱାରା ଆଉ ଏକ ଚମତ୍କାର ପ୍ରଦର୍ଶନ!
ସେ ଏସୀୟ ପାରା ଗେମ୍ସ ୨୦୨୬ ରେ ମହିଳା ୪୦୦ ମିଟର ଟି ୧୨ ଇଭେଣ୍ଟରେ ରୌପ୍ୟ ଜିତିଛନ୍ତି।
ତାଙ୍କର ଗତି, ଦୃଢ଼ ସଂକଳ୍ପ ଏବଂ ଉତ୍କର୍ଷତା ପ୍ରତି ପ୍ରତିବଦ୍ଧତା ପ୍ରକୃତରେ ପ୍ରଶଂସନୀୟ।
ଏହି ସଫଳତା ପାଇଁ ତେଜଲବେନଙ୍କୁ ଅଭିନନ୍ଦନ: ପ୍ରଧାନମନ୍ତ୍ରୀ @narendramodi “
HS
Another excellent performance by Tejalben Damor! She has won the Silver in the Women's 400m T12 event at the Asian Para Games 2026. Her speed, determination and commitment to excellence are truly commendable. Congratulations to Tejalben on this achievement: PM @narendramodi
— PMO India (@PMOIndia) October 22, 2026