ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ ପାରା ଗେମ୍ସରେ ମହିଳା ସିଙ୍ଗଲ୍ସ ଏସ୍. ଏଚ୍. ୬ ରେ ରୌପ୍ୟ ପଦକ ଜିତିଥିବାରୁ ଆଜି ନିତ୍ୟା ଶ୍ରୀ ସୁମତି ଶିବନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଶ୍ରୀ ମୋଦୀ କହିଥିଲେ ଯେ ପୂର୍ବ ସଂସ୍କରଣରେ ବ୍ରୋଞ୍ଜ ପଦକ ଜିତିବା ଠାରୁ ଏଥର ରୌପ୍ୟ ପଦକ ହାସଲ କରିବା ଏକ ଚମତ୍କାର ଉପଲବ୍ଧି, ଏବଂ ସେ ଆଶା ବ୍ୟକ୍ତ କରିଥିଲେ ଯେ ସେ ଆହୁରି ଉଜ୍ଜ୍ୱଳ ହୋଇ ଦେଶ ପାଇଁ ଅଧିକ ଗୌରବ ଆଣିବେ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେୟାର କରିଛି:
“ଏସୀୟ ପାରା ଗେମ୍ସରେ ମହିଳା ସିଙ୍ଗଲ୍ସ ଏସ୍. ଏଚ୍. ୬ ରେ ରୌପ୍ୟ ପଦକ ଜିତିଥିବାରୁ ନିତ୍ୟା ଶ୍ରୀ ସୁମତି ଶିବନଙ୍କୁ ଅଭିନନ୍ଦନ! ପୂର୍ବ ସଂସ୍କରଣରେ ବ୍ରୋଞ୍ଜ ଜିତିବା ଠାରୁ ଆରମ୍ଭ କରି ଏଥର ରୌପ୍ୟ ପଦକ ଜିତିବା ଏକ ଚମତ୍କାର ଉପଲବ୍ଧି। ସେ ଉଜ୍ଜ୍ୱଳ ହୋଇ ଦେଶ ପାଇଁ ଅଧିକ ଗୌରବ ଆଣନ୍ତୁ: ପ୍ରଧାନମନ୍ତ୍ରୀ @narendramodi “
HS
Congratulations to Nithya Sre Sumathy Sivan on winning Silver in Women’s Singles SH6 at the Asian Para Games! From winning the Bronze in the previous edition to Silver this time is a wonderful achievement. May she continue to shine and bring more laurels to the country: PM @narendramodi
— PMO India (@PMOIndia) October 23, 2026