Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ୨୦୦ ମିଟର ଟି୩୭ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ଶ୍ରେୟାଂଶ ତ୍ରିବେଦୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଚୀନର ହାଙ୍ଗଝୌରେ ଚାଲିଥିôବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ୨୦୦ ମିଟର ଟି୩୭ ପ୍ରତିଯୋଗିତାରେ  ବ୍ରୋଞ୍ଜ ପଦକ ଜିତିଥିବା ଶ୍ରେୟାଂଶ ତ୍ରିବେଦୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଏସୀୟ ପାରା ଗେମ୍ସରେ ଟି-୩୭ ୨୦୦ ମିଟର ପ୍ରତିଯୋଗିତାରେ ଶ୍ରେୟାଂଶ ତ୍ରିବେଦୀଙ୍କ ଦ୍ୱାରା ଚମତ୍କାର ବ୍ରୋଞ୍ଜ ପଦକ ହାସଲ ।

 

ଶ୍ରେୟାଂଶଙ୍କ ଗତି ଏବଂ ଅଦମ୍ୟ ନିଷ୍ଠା ଦେଶକୁ ଖୁସି କରିଛି । ବାସ୍ତବରେ ଏହା ଉଲ୍ଲେଖନୀୟ ସଫଳତା ।’

 

SR