Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଓଣମ ଅବସରରେ କେରଳ ଲୋକଙ୍କ ସହ ସଂହତି ପ୍ରକାଶ କଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଓଣମ ପର୍ବ ଅବସରରେ କେରଳର ଲୋକମାନଙ୍କ ସହ ସଂହତି ପ୍ରକାଶ କରିଛନ୍ତି ।

“ଏହି ପର୍ବ କେରଳର ଲୋକମାନଙ୍କୁ ଅଧିକ ଶକ୍ତି ପ୍ରଦାନ କରୁ, ଯ’ଦ୍ୱାରା ସେମାନେ ଗତ କିଛିଦିନ ଧରି ସମ୍ମୁଖୀନ ହେଉଥିବା ପ୍ରତିକୂଳ ପରିସ୍ଥିତିରୁ ଉଦ୍ଧାର ପାଇବେ । ସମଗ୍ର ଦେଶ ଏଭଳି ପରିସ୍ଥିତିରେ କେରଳ ଲୋକମାନଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଛିଡା ହୋଇଛି ଏବଂ ରାଜ୍ୟର ନାଗରିକମାନଙ୍କର ସୁଖ ସମୃଦ୍ଧି ଲାଗି ପ୍ରାର୍ଥନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********