Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କଦର ଖାନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଦର ଖାନଙ୍କ ବିୟୋଗରେ ଶୋକ ପ୍ରକଟ କରିଛନ୍ତି ।

“କଦର ଖାନଙ୍କ ଚମତ୍କାର ଅଭିନୟ କଳା ରୁପେଲି ପରଦାକୁ ଝଲସେଇବା ସହ ତାଙ୍କ ଅସାଧାରଣ ହାସ୍ୟାଭିନୟ ମନକୁ ପୁଲକିତ କରୁଥିଲା । ସେ ଜଣେ ସୁନ୍ଦର ସଂଳାପ ଲେଖକ ହିସାବରେ ଅନେକ ହିଟ୍ ଚଳଚିତ୍ରର ନିର୍ମାଣ ସହ ଜଡିତ ଥିଲେ । ତାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ । କଦର ଖାନଙ୍କ ପରିବାର ଓ ସମର୍ଥକମାନଙ୍କୁ ମୋର ସମବେଦନା”, ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

**********