Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କମ୍ପାଉଣ୍ଡ ତୀରନ୍ଦାଜରେ ସ୍ୱର୍ଣ୍ଣ ଜିତିଥିବା ଜ୍ୟୋତି ସୁରେଖା ଭେନ୍ନାମଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ଏସୀୟ କ୍ରୀଡ଼ାରେ କମ୍ପାଉଣ୍ଡ ତୀରନ୍ଦାଜରେ ସ୍ୱର୍ଣ୍ଣ ଜିତିଥିବା ଜ୍ୟୋତି ସୁରେଖା ଭେନ୍ନାମଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଭାରତ ପାଇଁ ଆଉ ଏକ ଗର୍ବର ମୁହୂର୍ତ୍ତ!

 

ଏସୀୟ କ୍ରୀଡ଼ାରେ କମ୍ପାଉଣ୍ଡ ତୀରନ୍ଦାଜରେ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଜ୍ୟୋତି ସୁରେଖା ଭେନ୍ନାମଙ୍କୁ ଅଭିନନ୍ଦନ ।

 

ତାଙ୍କ ନିଷ୍ଠା ଏବଂ ଦକ୍ଷତା ଦେଶକୁ ଗର୍ବିତ କରିବା ଜାରି ରଖିଛି ।’

 

SR