ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ଛତିଶଗଡ, ପଞ୍ଜାବ ଏବଂ ହରିୟାଣାବାସୀଙ୍କୁ ସେମାନଙ୍କ ରାଜ୍ୟ ଗଠନ ଦିବସରେ ଅଭିନନ୍ଦନ ଜଣାଇଛନ୍ତି ।
“କର୍ଣ୍ଣାଟକବାସୀଙ୍କୁ ସେମାନଙ୍କ ରାଜ୍ୟ ଗଠନ ଦିବସରେ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।
କେରଳବାସୀଙ୍କୁ ସେମାନଙ୍କ ରାଜ୍ୟ ଗଠନ ଦିବସରେ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି ।
ବିକାଶ ପଥରେ ନୂଆ କୀର୍ତ୍ତିମାନ ସ୍ଥାପନ କରୁଥିବା ମଧ୍ୟପ୍ରଦେଶବାସୀଙ୍କୁ ରାଜ୍ୟ ଗଠନ ଦିବସରେ ବିଶେଷ ଶୁଭକାମନା ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏବଂ ଉନ୍ନତି ଆଡକୁ ଅଗ୍ରସର ହେଉଥିବା ଛତିଶଗଡବାସୀଙ୍କୁ ରାଜ୍ୟ ଗଠନ ଦିବସରେ ହାର୍ଦ୍ଦିକ ଅଭିନନ୍ଦନ ।
ହରିୟାଣା ରାଜ୍ୟ ଗଠନର ସ୍ଵର୍ଣ୍ଣ ଜୟନ୍ତୀ ପାଳନ ସମାରୋହ ଅବସରରେ ପ୍ରଧାନମନ୍ତ୍ରୀ ହରିୟାଣା ବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।
ପଞ୍ଜାବ ରାଜ୍ୟ ଗଠନ ଦିବସ ପାଳନ ଅବସରରେ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି ଓ ପ୍ରଗତି କାମନା କରୁଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ಕರ್ನಾಟಕ ಬಹಳ ಸುಂದರ ರಾಜ್ಯವಾಗಿದ್ದು, ಭಾರತದ ಪ್ರಗತಿಗೆ ಉತ್ತಮ ಕೊಡುಗೆ ನೀಡಿದೆ. ಕರ್ನಾಟಕ ರಾಜ್ಯೋತ್ಸವದ ಶುಭ ಸಂದರ್ಭದಲ್ಲಿ ರಾಜ್ಯದ ಜನತೆಗೆ ನನ್ನ ಶುಭಾಶಯಗಳು
— Narendra Modi (@narendramodi) November 1, 2016
കേരളത്തിലെ സഹോദരീസഹോദരന്മാർക്ക് കേരളപ്പിറവിയാശംസകൾ. സംസ്ഥാനം പുരോഗതിയുടെ കൂടുതൽ ഉയരങ്ങൾ താണ്ടട്ടെയെന്ന് ഞാൻ പ്രാർത്ഥിക്കുന്നു.
— Narendra Modi (@narendramodi) November 1, 2016
विकास के पथ पर लगातार नए कीर्तिमान स्थापित कर रहे मध्यप्रदेश के लोगों को स्थापना दिवस की बहुत-बहुत बधाई।
— Narendra Modi (@narendramodi) November 1, 2016
प्राकृतिक सौंदर्य से भरपूर एवं उन्नति की ओर अग्रसर छत्तीसगढ़ के स्थापना दिवस पर लोगों को हार्दिक बधाई।
— Narendra Modi (@narendramodi) November 1, 2016
प्रगति के नित-नए आयाम तय करते हरियाणा के लोगों को स्वर्ण जयंती स्थापना दिवस की ढेरों शुभकामनाएं।
— Narendra Modi (@narendramodi) November 1, 2016