ପିଏମଇଣ୍ଡିଆ
ବିଶିଷ୍ଟ କର୍ଣ୍ଣାଟକୀ ସଙ୍ଗୀତଜ୍ଞ ଶ୍ରୀ କାଦ୍ରୀ ଗୋପାଳନାଥଙ୍କ ବିୟୋଗରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, “ଅସାଧାରଣ କାଦ୍ରୀ ଗୋପାଳନାଥ ଉତ୍କର୍ଷର ପ୍ରତୀକ ଥିଲେ । ନିଜର ସ୍ଵତନ୍ତ୍ର ପ୍ରତିଭା ଓ ଅଧ୍ୟବ୍ୟସାୟ ବଳରେ ସେ କର୍ଣ୍ଣାଟକୀ ସଙ୍ଗୀତ ପ୍ରତି ମୂଲ୍ୟବାନ ଯୋଗଦାନ ଦେଇଥିଲେ । ତାଙ୍କର କୃତ୍ତି ଦେଶ ବିଦେଶରେ ଲୋକପ୍ରିୟତା ହାସଲ କରିଥିଲା । ତାଙ୍କର ବିୟୋଗ ବ୍ୟଥିତ କରିଛି । ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ।
**************
The remarkable Kadri Gopalnath epitomised excellence. Blessed with exceptional diligence and talent, he made a valuable contribution to Carnatic music. His works were popular across continents. Pained by his demise. My thoughts are with his family and admirers: PM @narendramodi
— PMO India (@PMOIndia) October 11, 2019