Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କାବୁଲ ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା


କାବୁଲ ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଢ ଭାବେ ନିନ୍ଦା କରିବା ସହିତ ଏହି ଘଟଣାରେ ଗଭୀର ଭାବେ ମର୍ମାହତ ହୋଇଛନ୍ତି ।

“କାବୁଲ ନିକଟରେ ଆକ୍ରମଣ ଘଟଣାରେ ଗଭୀର ଭାବେ ବ୍ୟଥିତ ଓ ମର୍ମାହତ । ଏହି ବର୍ବର ହିଂସାକୁ ମୁଁ ନିନ୍ଦା କରୁଛି । ମୃତାହତଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଏବଂ ସେମାନଙ୍କ ଲାଗି ମୋର ପ୍ରାର୍ଥନା”, ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।