Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କାର୍ଗିଲ ବିଜୟ ଦିବସରେ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାର୍ଗିଲ ବିଜୟ ଦିବସ ଅବସରରେ ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

“କାର୍ଗିଲ ବିଜୟ ଦିବସରେ କୃତଜ୍ଞ ରାଷ୍ଟ୍ର ଅପରେସନ ବିଜୟରେ ଭାଗ ନେଇ ଦେଶର ସେବା କରିଥିବା ସବୁ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଆମର ସାହସୀ ସୈନିକମାନେ ସୁନିଶ୍ଚିତ କରିଥିଲେ ଯେ ଭାରତ ସୁରକ୍ଷିତ ରହୁ ଏବଂ ଉଚିତ ଜବାବ ଦେଇଥିଲେ ସେମାନଙ୍କୁ ଯେଉଁମାନେ କି ଶାନ୍ତିର ବାତାବରଣକୁ କଳୁଷିତ କରିବାକୁ ଉଦ୍ୟମ କରିଥିଲେ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।