Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କାଶ୍ମୀର ତୁଷାର ସ୍ଖଳନରେ ସୈନିକଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ


କାଶ୍ମୀର ତୁଷାର ସ୍ଖଳନରେ ଘଟିଥିବା ସୈନିକମାନଙ୍କ ଜୀବନହାନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

“କାଶ୍ମୀର ତୁଷାର ସ୍ଖଳନ ଯୋଗୁଁ ଆମ ବୀର ସୈନିକମାନଙ୍କ ମୃତ୍ୟୁ ଏକ ଅତୀବ ଦୁଃଖଦ ଘଟଣା । ତୁରନ୍ତ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।