Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କିମ୍ବଦନ୍ତୀ ହକି କ୍ରୀଡାବିତ ମହମ୍ମଦ ଶାହିଦଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


କିମ୍ବଦନ୍ତୀ ହକି କ୍ରୀଡାବିତ ମହମ୍ମଦ ଶାହିଦଙ୍କ ଦୁର୍ଭାଗ୍ୟଜନକ ଓ ଅକାଳ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

“ମହମ୍ମଦ ଶାହିଦଙ୍କ ଅକାଳ ଓ ଦୁର୍ଭାଗ୍ୟଜନକ ମୃତ୍ୟୁରେ ଭାରତ ଜଣେ ପ୍ରତିଭାଧାରୀ କ୍ରିଡାବିତ୍ ଙ୍କୁ ହରାଇଛି, ଯିଏକି ଅଦମ୍ୟ ଉତ୍ସାହ ଓ ଉଦ୍ଦୀପନାର ସହ କ୍ରିଡା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ ।

ମହମ୍ମଦ ଶାହିଦଙ୍କୁ ବଞ୍ଚାଇବା ପାଇଁ ଆମେ ଆପ୍ରାଣ ଉଦ୍ୟମ କରିଥିଲୁ, କିନ୍ତୁ ଦୁଃଖର ବିଷୟ ଯେ, ନା ଆମର ସାହାଯ୍ୟ ଏବଂ ପ୍ରାର୍ଥନା ତାଙ୍କ ଜୀବନକୁ ବଞ୍ଚାଇବାରେ ସମର୍ଥ ହେଲା । ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।