Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେରଳ ପିରଭୀ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ


 

କେରଳ ପିରଭୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେରଳବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

କେରଳ ପିରଭୀ ଅଭିନନ୍ଦନ ! କେରଳ ରାଜ୍ୟ ଏହାର ମନ୍ତ୍ରମୁଗ୍ଧ ପରିଦୃଶ୍ୟ, ଜୀବନ୍ତ ପରମ୍ପରା ଏବଂ ପରିଶ୍ରମୀ ଲୋକମାନଙ୍କ ପାଇଁ ଜଣାଶୁଣା କେରଳର ଲୋକମାନେ ସମଗ୍ର ବିଶ୍ୱରେ ଭିନ୍ନ ଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଆଗାମୀ ଦିନରେ ରାଜ୍ୟବାସୀ ଏହି ଅଭିବୃଦ୍ଧି ଜାରି ରଖନ୍ତୁ

കേരളപ്പിറവി ആശംസക! മാസ്മരികമായ ഭൂപ്രകൃതിക്കും ഊർജസ്വലമായ പാരമ്പര്യത്തിനും കഠിനാധ്വാനികളായ ജനങ്ങൾക്കും പേരുകേട്ടതാണ് സംസ്ഥാനം. കേരളത്തി നിന്നുള്ള ജനങ്ങ ലോകമെമ്പാടും, വിവിധ മേഖലകളി തങ്ങളുടെ വ്യക്തിമുദ്ര പതിപ്പിച്ചിട്ടുണ്ട്. വരുംകാലങ്ങളിലും സംസ്ഥാനത്തെ ജനങ്ങ പുരോഗതി പ്രാപിക്കട്ട .”

 

SR