Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେ.ପି.ଏସ. ଗିଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ଶ୍ରୀ କେ.ପି.ଏସ. ଗିଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

“ଆଇନ ଶୃଙ୍ଖଳା ଏବଂ ସୁରକ୍ଷା କ୍ଷେତ୍ରରେ ଦେଶ ପ୍ରତି ତାଙ୍କର ସେବା ପାଇଁ କେ.ପି.ଏସ. ଗିଲ ଚିର ସ୍ମରଣୀୟ ହୋଇ ରହିବେ । ତାଙ୍କ ନିଧନ ଯୋଗୁଁ ମୁଁ ମର୍ମାହତ ଏବଂ ସମବେଦନା ଜଣାଉଛି”, ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

*****