ପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୋଭିଡ-୧୯ ଟିକାର ଦ୍ୱିତୀୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ

କୋଭିଡ-୧୯ ଟିକାର ଦ୍ୱିତୀୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଭିଡ୧୯ ଟିକାର ଦ୍ୱିତୀୟ ଡୋଜ୍ନେଇଛନ୍ତି

ଟ୍ୱିଟ୍କରି ଶ୍ରୀ ମୋଦୀ କହିଛନ୍ତି ଯେଆଜି ଏମ୍ସରେ ମୁଁ ମୋର କୋଭିଡ୧୯ ଟିକାର ଦ୍ୱିତୀୟ ଡୋଜ୍ନେଲି

ଭୂତାଣୁକୁ ପରାସ୍ତ କରିବାକୁ ଆମ ନିକଟରେ ଥିବା କିଛି ଉପାୟ ମଧ୍ୟରେ ଟିକାକରଣ ଅନ୍ୟତମ

ଯଦି ତୁମେ ଟିକା ନେବାପାଇଁ ଯୋଗ୍ୟ, ତେବେ ଏହା ଶୀଘ୍ର ନିଅ CoWin.gov.in ରେ ପଞ୍ଜିକରଣ କର "

 

****

HS