Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୋରିଆ ଓପନ ସୁପର ସିରିଜ ଆଖ୍ୟା ବିଜୟିନୀ ପିଭି ସିନ୍ଧୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋରିଆ ଓପନ ସୁପର ସିରିଜ ଆଖ୍ୟା ବିଜୟିନୀ ପିଭି ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “କୋରିଆ ଓପନ ସୁପର ସିରିଜରେ ବିଜୟୀ ହୋଇଥିବା ପିଭି ସିନ୍ଧୁଙ୍କୁ ଅଭିନନ୍ଦନ । ତାଙ୍କର ଏହି କୃତି ପାଇଁ ଭାରତ ବେଶ ଗୌରବମଣ୍ଡିତ”।

**********