Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କ୍ରିକେଟର କରୁଣ ନାଏରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ଟେଷ୍ଟ କ୍ରିକେଟରେ ତ୍ରିଶତକ ହାସଲ କରିଥିବା ଭାରତୀୟ କ୍ରିକେଟର କରୁଣ ନାଏରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

“ଐତିହାସିକ ତ୍ରିଶତକ ହାସଲକାରୀ କରୁଣ ନାଏରଙ୍କୁ ଶୁଭେଚ୍ଛା! ତୁମର ଉଲ୍ଲେଖନୀୟ କୃତିତ୍ଵ ପାଇଁ ଆମେ ସମସ୍ତେ ଉତ୍ସାହିତ ଏବଂ ଗର୍ବିତ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।