Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଖ୍ରୀଷ୍ଟମାସ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଖ୍ରୀଷ୍ଟମାସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

“ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଉଛି । ଏହି ଅବସରରେ ଆମେ ଭଗବାନ ଖ୍ରୀଷ୍ଟଙ୍କର ମହାନ ଶିକ୍ଷାକୁ ସ୍ମରଣ କରୁଛେ ।

ଏହି ପାର୍ବଣ ଋତୁ ଆମ ସମାଜରେ ସୁଖ, ସୌହାର୍ଦ୍ଦ୍ୟ ଓ ସଂପ୍ରୀତିର ଭାବନାକୁ ଆହୁରି ସୁଦୃଢ଼ କରୁ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

*****