Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଖ୍ୱାଜା ମୋଇନୁଦ୍ଦିନ ଚିସ୍ତି ଦରଘା ପାଇଁ ଚାଦର ପ୍ରଦାନ କରୁଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଜମେର ସରିଫଠାରେ ଥିବା ଖ୍ୱାଜା ମୋଇନୁଦ୍ଦିନ ଚିସ୍ତି ଦରଘାରେ ଅର୍ପଣ ପାଇଁ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀ ମୁଖତାର ଆବାସ ନକଭିଙ୍କୁ “ଚାଦର” ପ୍ରଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଜନ୍ମ ଉତ୍ସବ ଅବସରରେ ବିଶ୍ୱବ୍ୟାପୀ ରହିଥିବା ତାଙ୍କ ଅନୁଗାମୀମାନଙ୍କୁ ମଧ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

**********