Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗାମ୍ବିଆର ନୂତନ ରାଷ୍ଟ୍ରପତି ମିଷ୍ଟର ଆଦାମ ବରୋଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗାମ୍ବିଆର ନୂତନ ରାଷ୍ଟ୍ରପତି ମିଷ୍ଟର ଆଦାମ ବରୋଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

“ମିଷ୍ଟର ଆଦାମ ବରୋଙ୍କୁ ଅଭିନନ୍ଦନ । ଗାମ୍ବିଆର ଦ୍ରୁତ ଏବଂ ସମସ୍ତ ପ୍ରକାର ବିକାଶ ପାଇଁ ଭାରତ ତାଙ୍କ ସହିତ ରହିଛି”, ବୋଲି ପ୍ରଧାନମନ୍ତ୍ରୀ ଏକ ବାର୍ତ୍ତାରେ କହିଛନ୍ତି ।

****