ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ସାରଙ୍ଗପୁରଠାରେ ମହାନୁଭବ ପ୍ରମୁଖ ସ୍ଵାମୀ ମହାରାଜଙ୍କୁ ଅନ୍ତିମ ସମ୍ମାନ ତଥା ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।
“ମହାନୁଭବ ପ୍ରମୁଖ ସ୍ଵାମୀ ମହାରାଜ କେବଳ ଯେ ଜଣେ ସନ୍ଥ ଥିଲେ ତା’ନୁହଁ ସେ ଜଣେ ଲୋକ ‘ସଂଗ୍ରାହକ’ ଥିଲେ ।
ମୁଁ ପୁଣ୍ୟାତ୍ମା ପ୍ରମୁଖ ସ୍ଵାମୀ ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ସେ ଆମକୁ ସବୁବେଳ ପାଇଁ ଶକ୍ତି ଓ ମାର୍ଗଦର୍ଶନ ଦେଉଥାନ୍ତୁ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
HH Pramukh Swami Maharaj was not only a Saint but also a Lok Sangrahak: PM @narendramodi at Sarangpur, Gujarat
— PMO India (@PMOIndia) August 15, 2016
I pay my tributes to HH Pramukh Swami Maharaj. May he continue to guide us and give us strength: PM @narendramodi in Sarangpur, Gujarat
— PMO India (@PMOIndia) August 15, 2016