Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁଜରାଟୀ ନବବର୍ଷ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଗୁଜରାଟୀ ନବବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

“ସମସ୍ତ ଗୁଜୁରାଟୀଙ୍କୁ ନବବର୍ଷର ଅଭିନନ୍ଦନ । ଆଗାମୀ ବର୍ଷ ଆପଣମାନଙ୍କ ସମସ୍ତଙ୍କର ଅଭିଳାଷା ପୂରଣ କରୁ । ସମସ୍ତେ ସ୍ୱାସ୍ଥ୍ୟବାନ ଏବଂ ସୁଖି ହୁଅନ୍ତୁ । ସାଲ ମୁବାରକ,” ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।