Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁଜରାଟୀ ସମ୍ପ୍ରଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟୀ ନବବର୍ଷ ଆରମ୍ଭ ଅବସରରେ ଆଜି ବିଶ୍ଵର ବିଭିନ୍ନ ସ୍ଥାନରେ ରହୁଥିବା ଗୁଜୁରାଟୀ ସଂପ୍ରଦାୟର ଲୋକଙ୍କୁ ଶୁଭକାମନା ଜଣାଇଛନ୍ତି । ଗୁଜୁରାଟବାସୀ ଦିପାବଳୀର ପରଦିନକୁ ନବବର୍ଷର ଶୁଭାରମ୍ଭ ଦିନ ଭାବେ ପାଳନ କରିଥାନ୍ତି ।

“ଗୁଜୁରାଟବାସୀ ଦିପାବଳୀ ପରଦିନକୁ ନୂତନ ବର୍ଷର ଶୁଭାରମ୍ଭ ଭାବେ ପାଳନ କରିଥାନ୍ତି । ବିଶ୍ଵର ସମସ୍ତ ଗୁଜୁରାଟୀ ଭାଇ ଓ ଭଉଣୀମାନଙ୍କୁ ମୋର ଅନେକ ଶୁଭେଚ୍ଛା । ଏହି ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସି ଏବଂ ଆନନ୍ଦ ଆଣି ଦେଉ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

****