Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁଜରାଟ ଦିବସ ଅବସରରେ ଗୁଜରାଟର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଗୁଜରାଟ ରାଜ୍ୟ ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ଅଧିବାସୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

“ଗୁଜରାଟ ଦିବସ ଅବସରରେ ଶୁଭେଚ୍ଛା । ଏହି ରାଜ୍ୟର ଅଧିବାସୀମାନେ ସେମାନଙ୍କ ସରଳତା ଏବଂ ଉଦ୍ୟୋଗ ପ୍ରତି ଥିବା ସେମାନଙ୍କର ଉତ୍ସାହ ଲାଗି ଜଣାଶୁଣା । ଦେଶର ଇତିହାସରେ ବିଶେଷ କରି ଆମ ସ୍ୱାଧୀନତା ଆନ୍ଦୋଳନରେ ଗୁଜୁରାଟର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଭାରତର ପ୍ରଗତିରେ ଗୁଜୁରାଟର ଯୋଗଦାନ ଜାରି ରହିବା ନେଇ ଆଶାପ୍ରକାଶ କରୁଛି,”ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

****