Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁଜୁରାଟରେପ୍ରାଣହାନୀନେଇପ୍ରଧାନମନ୍ତ୍ରୀଙ୍କଶୋକପ୍ରକାଶ


 

ଗୁଜୁରାଟରବିଭିନ୍ନପ୍ରାନ୍ତରେଅଦିନିଆଝଡବର୍ଷାଯୋଗୁପ୍ରାଣହାନୀନେଇପ୍ରଧାନମନ୍ତ୍ରୀଶ୍ରୀନରେନ୍ଦ୍ରମୋଦୀଶୋକପ୍ରକାଶକରିଛନ୍ତି।

“ଗୁଜୁରାଟରବିଭିନ୍ନପ୍ରାନ୍ତରେଅଦିନିଆଝଡବର୍ଷାଯୋଗୁପ୍ରାଣହାନୀନେଇମୁଁମର୍ମାହତ।ପ୍ରିୟଜନଙ୍କୁହରାଇଥିବାପରିବାରବର୍ଗଙ୍କପାଇଁମୁଁସମବେଦନାପ୍ରକାଶକରୁଛି।କାର୍ଯ୍ୟାଧିକାରୀମାନେଅତିନିକଟରୁପରିସ୍ଥିତିଉପରେଦୃଷ୍ଟିରଖିଛନ୍ତି।ପ୍ରଭାବିତବ୍ୟକ୍ତିବିଶେଷମାନଙ୍କୁସମସ୍ତପ୍ରକାରରସମ୍ଭାବ୍ୟସହାୟତାପ୍ରଦାନକରାଯିବ,” ବୋଲିପ୍ରଧାନମନ୍ତ୍ରୀପ୍ରକାଶକରିଛନ୍ତି।

ଗୁଜୁରାଟରବିଭିନ୍ନପ୍ରାନ୍ତରେଅଦିନିଆଝଡବର୍ଷାଯୋଗୁପ୍ରାଣହରାଇଥିବାପ୍ରତ୍ୟେକବ୍ୟକ୍ତିବିଶେଷଙ୍କନିକଟତମସମ୍ପର୍କୀୟଙ୍କୁପ୍ରଧାନମନ୍ତ୍ରୀଜାତୀୟରିଲିଫଫଣ୍ଡ୍ରୁ2ଲକ୍ଷଟଙ୍କାଲେଖାଁଏସହାୟତାରାଶିପ୍ରଧାନମନ୍ତ୍ରୀମଂଜୁରକରିଛନ୍ତି।ସେହିପରିଆହତହୋଇଥିବାପ୍ରତ୍ୟେକବ୍ୟକ୍ତିଙ୍କପାଇଁପ୍ରଧାନମନ୍ତ୍ରୀ50,000ଟଙ୍କାଲେଖାଁଏସହାୟତାରାଶିଘୋଷଣାକରିଛନ୍ତି।