Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁରୁପୂରବ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଗୁରୁପୂରବ ଅବସରରେ ଦେଶର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

“ਸਿੱਖ ਧਰਮ ਦੇ ਮੋਢੀ ਸ੍ਰੀ ਗੁਰੂ ਨਾਨਕ ਦੇਵ ਜੀ ਦੇ ਪ੍ਰਕਾਸ਼ ਗੁਰਪੁਰਬ ਦੀਆਂ ਸਾਰਿਆਂ ਨੂੰ ਲੱਖ-ਲੱਖ ਵਧਾਈਆਂ।

ਉਨ੍ਹਾਂ ਨੇ ਹਮੇਸ਼ਾ ਖੁਸ਼ਹਾਲ ਜੀਵਨ, ਏਕਤਾ ਵਿੱਚ ਰਹਿਣ ਅਤੇ ਸੱਚ ਦੇ ਮਾਰਗ ਤੇ ਚੱਲਣ ਲਈ ਪ੍ਰੇਰਿਆ।

ପ୍ରତ୍ୟେକ ଲୋକଙ୍କୁ ଗୁରୁପୂରବର ଶୁଭକାମନା । ଗୁରୁ ନାନକ ଦେବଙ୍କ ପବିତ୍ର ଓ ପ୍ରେରଣାଦାୟୀ ବାଣୀ ଏକ ସମୃଦ୍ଧ ଏବଂ ସୁସଂହତ ସମାଜ ଗଠନ ଦିଗରେ ଆମମାନଙ୍କୁ ପଥ ପ୍ରଦର୍ଶନ କରୁଛି”, ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

**********