ପିଏମଇଣ୍ଡିଆ
ରାଜ୍ୟ ଗଠନ ଦିବସରେ ଗୋଆ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
“ଗୋଆ ରାଜ୍ୟ ଗଠନ ଦିବସରେ ସେଠାକାର ଜନସାଧାରଣଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା । ଆଗାମୀ ବର୍ଷଗୁଡିକରେ ରାଜ୍ୟ ପ୍ରଗତିର ନୂତନ ଶୀର୍ଷରେ ପହଞ୍ଚିବ ବୋଲି କାମନା କରୁଛି” ଏହା ପ୍ରଧାନମନ୍ତ୍ରୀ କହିଛନ୍ତି ।
On Goa Statehood Day my best wishes to the people of Goa. May the state scale new heights of progress in the years to come.
— Narendra Modi (@narendramodi) May 30, 2016