Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଚୂଡ଼ାନ୍ତ ଲକ୍ଷ୍ୟ ହାସଲ ପାଇଁ ମନ ଉପରେ ଶୃଙ୍ଖଳା ଏବଂ ନିୟନ୍ତ୍ରଣ ରଖିବାକୁ ଗୁରୁତ୍ୱାରୋପ କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ‘ସୁଭାଶିତମ୍ ’ ସେୟାର କରିଛନ୍ତି

‘‘ବିଜ୍ଞାନସାରର୍ଥୀୟସ୍ତୁ ମନଃ ପ୍ରଗହବାତରଃ ।

ସ୍ବଧନଃ ପାରମାପ୍ରୋତି ତଦ୍ବିଣେଃ ପରମଂ ପଦମ୍‍ ।।’’

ସୁଭାଶିତମ୍ ଗୁରୁତ୍ୱାରୋପ କରେ ଯେ ଯେଉଁ ବ୍ୟକ୍ତିଙ୍କର ବିଚକ୍ଷଣ ବୁଦ୍ଧି ଏକ ସତର୍କ, ବୈଜ୍ଞାନିକ ସାରଥି ଭାବରେ କାର୍ଯ୍ୟ କରେ, ଏବଂ ଯାହାର ମନ ଶୃଙ୍ଖଳିତ ଏବଂ ନିୟନ୍ତ୍ରିତ, ଅନ୍ତିମ ଲକ୍ଷ୍ୟରେ ପହଞ୍ଚିବା ପାଇଁ ଜୀବନର ପଥର ଜଟିଳତାକୁ ଅତିକ୍ରମ କରେ ।

ଶ୍ରୀ ମୋଦୀ ଏହା ମଧ୍ୟ କହିଥିଲେ ଯେ ଡିଜିଟାଲ ଇଣ୍ଡିଆର ୧୧ ବର୍ଷର ସଫଳତା ଭାରତକୁ ବିଶ୍ୱବ୍ୟାପୀ ଏକ ନୂତନ ପରିଚୟ ପ୍ରଦାନ କରିଛି। ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରି ଦେଶକୁ ନୂତନ ଉଚ୍ଚତାକୁ ନେବା ପାଇଁ ଦେଶବାସୀଙ୍କ ସଂକଳ୍ପକୁ ଏହା ଦର୍ଶାଉଛି।

ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;

ଡିଜିଟାଲ୍ ଇଣ୍ଡିଆର ୧୧ ବର୍ଷର ସଫଳତା ଭାରତକୁ ବିଶ୍ୱବ୍ୟାପୀ ଏକ ନୂତନ ପରିଚୟ ଦେଇଛି। ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରି ଦେଶକୁ ନୂତନ ଉଚ୍ଚତାକୁ ନେବା ପାଇଁ ଦେଶବାସୀଙ୍କ ସଂକଳ୍ପକୁ ଏହା ଦର୍ଶାଉଛି।

‘‘ବିଜ୍ଞାନସାରର୍ଥୀୟସ୍ତୁ ମନଃ ପ୍ରଗହବାତରଃ ।

ସ୍ବଧନଃ ପାରମାପ୍ରୋତି ତଦ୍ବିଣେଃ ପରମଂ ପଦମ୍‍ ।।’’

#11YearsOfDigitalIndia

HS