Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଛଟପୂଜା ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା


ପବିତ୍ର ଛଟ ପୂଜା ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।

“ମହାପର୍ବ ଛଟର ପବିତ୍ର ଅବସରରେ ଦେଶବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା । ସୂର୍ଯ୍ୟଦେବ ନିଜ ଶକ୍ତି ଏବଂ ଆଭା ଦ୍ୱାରା ସମସ୍ତଙ୍କୁ ସର୍ବଦା ଆଲୋକିତ ରଖନ୍ତୁ ଏବଂ ଆମ ଦେଶ ପ୍ରତିଦିନ ସଫଳତା ଏବଂ ସମୃଦ୍ଧିର ନୂତନ ସୋପାନ ଅତିକ୍ରମ କରୁ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********