ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ, ସାମାଜିକ ଏବଂ ଜାତୀୟ କର୍ତ୍ତବ୍ୟ ପାଳନ କରିବାରେ ଜଣେ ଆଦର୍ଶ ଏବଂ ପ୍ରକୃତରେ ଉତ୍କୃଷ୍ଟ ବ୍ୟକ୍ତିର ଗୁଣ ଉପରେ ଆଲୋକପାତ କରି ଆଜି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
‘‘ପରକାୟେଷୁ ଯୁକ୍ତାତ୍ମା ସ୍ବକାର୍ଯ୍ୟ କ୍ଷୀପ୍ରସାଧନମ୍ ।
ସୁହତ୍କା୍ୟେଷୁ ନିବୃତ୍ତି ରାଜକାର୍ଯ୍ୟେଷୁ ବିକ୍ରମଃ ।।’’
ଯେଉଁ ବ୍ୟକ୍ତି ଅନ୍ୟମାନଙ୍କ କାର୍ଯ୍ୟ ପାଇଁ ନିଜକୁ ସମ୍ପୂର୍ଣ୍ଣ ହୃଦୟରେ ଉତ୍ସର୍ଗ କରନ୍ତି, ଦ୍ରୁତ ଗତିରେ ଏବଂ ଦକ୍ଷତାର ସହ ନିଜର ବ୍ୟକ୍ତିଗତ କର୍ତ୍ତବ୍ୟ ସମ୍ପାଦନ କରନ୍ତି, ନିଃସ୍ୱାର୍ଥପର ଭାବରେ ବନ୍ଧୁଙ୍କ ପାଇଁ କାର୍ଯ୍ୟ ସମ୍ପାଦନ କରନ୍ତି ଏବଂ ଜାତୀୟ କର୍ତ୍ତବ୍ୟ ପାଳନରେ ସେମାନଙ୍କର ସମ୍ପୂର୍ଣ୍ଣ ବୀରତ୍ୱ ଏବଂ ସାହସ ପ୍ରଦର୍ଶନ କରନ୍ତି, କେବଳ ଏହିପରି ବ୍ୟକ୍ତି ପ୍ରକୃତରେ ଉତ୍କୃଷ୍ଟ ।
HS
परकार्येषु युक्तात्मा स्वकार्ये क्षिप्रसाधनम्।
— Narendra Modi (@narendramodi) July 22, 2026
सुहृत्कार्येषु निर्वृत्ती राजकार्येषु विक्रमः ।। pic.twitter.com/dqKMM8ACdw