ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଜନଜାତି ସୁରକ୍ଷା ମଞ୍ଚର ପ୍ରତିନିଧିମାନଙ୍କୁ ଭେଟିଛନ୍ତି।
ଜନଜାତି ସମାଜ ପ୍ରତି ସେମାନଙ୍କ ସମର୍ପଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।
ଏହି ଆଲୋଚନା ସମୟରେ ଜନଜାତି ସମ୍ପ୍ରଦାୟର ବିକାଶ ଏବଂ ସଶକ୍ତିକରଣ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
“ଆଜି ନୂଆଦିଲ୍ଲୀରେ ଜନଜାତି ସୁରକ୍ଷା ମଞ୍ଚର ପ୍ରତିନିଧିମାନଙ୍କୁ ଭେଟିବାର ସୁଯୋଗ ପାଇଲି। ଜନଜାତି ସମାଜ ପ୍ରତି ତାଙ୍କର ସମର୍ପଣ ଅତ୍ୟନ୍ତ ପ୍ରଶଂସନୀୟ। ଏହି ସମୟରେ, ଜନଜାତି ସମ୍ପ୍ରଦାୟର ବିକାଶ ଏବଂ ସଶକ୍ତିକରଣ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଅର୍ଥପୂର୍ଣ୍ଣ ଆଲୋଚନା କରାଯାଇଥିଲା ।’’
HS
नई दिल्ली में आज जनजाति सुरक्षा मंच के प्रतिनिधियों से मुलाकात का अवसर मिला। आदिवासी समाज के लिए इनका समर्पण भाव बहुत सराहनीय है। इस दौरान जनजातीय समुदायों के विकास और उनके सशक्तिकरण से जुड़े विभिन्न विषयों पर सार्थक चर्चा हुई। pic.twitter.com/4Dc4v6GOL2
— Narendra Modi (@narendramodi) May 28, 2026