ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୧୨ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ଅଭୂତପୂର୍ବ ପରିମାଣ ଏବଂ ପରିବର୍ତ୍ତନଶୀଳ ଫଳାଫଳ ଉପରେ ଆଲୋକପାତ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଜନଧନ ଯୋଜନା ଏକ ଅତୁଳନୀୟ ପ୍ରଭାବ ପକାଇଛି, ଯାହା ସାରା ଦେଶରେ ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ଆଗକୁ ନେବାରେ ଏବଂ ଲୋକଙ୍କୁ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
ଅଭୂତପୂର୍ବ ପରିମାଣ ଏବଂ ପରିବର୍ତ୍ତନଶୀଳ ଫଳାଫଳ!
ଜନଧନ ଯୋଜନାର ଅତୁଳନୀୟ ପ୍ରଭାବ ପଡ଼ିଛି।
#12YearsOfJanDhan
HS
Unprecedented scale and transformative outcomes!
— Narendra Modi (@narendramodi) August 28, 2026
Jan Dhan Yojana has had an unparalleled impact. #12YearsOfJanDhan https://t.co/vxYoOnhPSW