ପିଏମଇଣ୍ଡିଆ
ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
“ଜୟ ଶ୍ରୀ କୃଷ୍ଣ । ଆପଣ ସମସ୍ତଙ୍କୁ ଜନ୍ମାଷ୍ଟମୀର ଶୁଭକାମନା । ସମସ୍ତଙ୍କୁ ଜନ୍ମାଷ୍ଟମୀ ଅଭିନନ୍ଦନ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
जय श्री कृष्ण! आप सभी को जन्माष्टमी की शुभकामनाएं। Janmashtami greetings to all.
— Narendra Modi (@narendramodi) August 25, 2016