ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପଦକ୍ଷେପ – ଜନ ଧନ ଯୋଜନାର ଆଜି ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଏହାର ହିତାଧିକାରୀମାନଙ୍କୁ ଶୁଭ କାମନା ଜଣାଇଛନ୍ତି ।
“ଆଜି ଜନଧନ ଯୋଜନାକୁ 3 ବର୍ଷ ପୂରିଛି । ମୁଁ କୋଟି କୋଟି ଜନତାଙ୍କୁ ବିଶେଷ କରି ଏହି ପଦକ୍ଷେପରୁ ସୁବିଧା ନେଉଥିବା ଦେଶର ଗରିବ ଲୋକମାନଙ୍କୁ ଅଭିନନ୍ଦନ ଜଣାଉଛି ।
ଗରିବ, ଦଳିତ ଓ ସମାଜର ତୃଣମୂଳ ସ୍ତରର ଜନସାଧାରଣଙ୍କୁ ଆର୍ଥିକ ମୂଖ୍ୟଧାରାରେ ସାମିଲ କରିବା ଦିଗରେ ଜନ ଧନ ବିପ୍ଳବ ଏକ ଐତିହାସିକ ପଦକ୍ଷେପ ।
ଜନଧନ ଯୋଜନା, ସାମାଜିକ ସୁରକ୍ଷା ଯୋଜନା, ମୁଦ୍ରା ଏବଂ ଷ୍ଟାଣ୍ଡ-ଅପ ମାଧ୍ୟମରେ ଆମେ ଲକ୍ଷ ଲକ୍ଷ ଲୋକଙ୍କ ଅଭିଳାଷକୁ ପକ୍ଷ ଯୋଡିଛୁ ।
ଗରିବ ଓ ସମାଜର ନିମ୍ନବର୍ଗର ବ୍ୟକ୍ତିଙ୍କ ଜୀବନରେ ଗୁଣାତ୍ମକ ଓ ରୂପାନ୍ତରୀତ ପରିବର୍ତ୍ତନ ଆଣିବା ନେଇ ଆମର ପ୍ରୟାସ ଗଭୀର ଉତ୍ସାହର ସହିତ ଚାଲୁରହିବ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
**********
Today, Jan Dhan Yojana completes 3 years. I congratulate the crores of people, particularly the poor, who benefitted from this initiative. pic.twitter.com/rV3wpc7Zi4
— Narendra Modi (@narendramodi) August 28, 2017
#JanDhanRevolution is a historic movement to bring the poor, downtrodden & marginalised into the financial mainstream. pic.twitter.com/Np8jFpaTHB
— Narendra Modi (@narendramodi) August 28, 2017
Through Jan Dhan Yojana, social security schemes, MUDRA & stand up India, we have given wings to millions of aspirations. #JanDhanRevolution
— Narendra Modi (@narendramodi) August 28, 2017
Our efforts to bring a qualitative & transformative change in the lives of the poor & marginalised continue with immense vigour.
— Narendra Modi (@narendramodi) August 28, 2017