Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜମ୍ମୁ, କଶ୍ମୀର, ଲେହ ଓ ଲଦାଖରେ ଅନୁଷ୍ଠିତ ବିଡିସି ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଜମ୍ମୁ, କଶ୍ମୀର, ଲେହ ଓ ଲଦାଖରେ ବିଡିସି ନିର୍ବାଚନ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଢ଼ଙ୍ଗରେ ସମ୍ପନ୍ନ ହୋଇଛି: ପ୍ରଧାନମନ୍ତ୍ରୀ

ଜମ୍ମୁ, କଶ୍ମୀର, ଲେହ ଓ ଲଦାଖରେ ସମ୍ପନ୍ନ ବିଡିସି ନିର୍ବାଚନରେ ବିଜୟୀ ପ୍ରାର୍ଥୀମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଜମ୍ମୁ, କଶ୍ମୀର, ଲେହ ଓ ଲଦାଖରେ ବିଡିସି ନିର୍ବାଚନ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଢ଼ଙ୍ଗରେ ସମ୍ପନ୍ନ ହୋଇଥିବାରୁ ସେ ମଧ୍ୟ ଖୁସି ବ୍ୟକ୍ତ କରିଥିଲେ ।

******