Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜଳ ସଂରକ୍ଷଣ ଲାଗି ପୁନଃପ୍ରତିବଦ୍ଧତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ


“ବିଶ୍ୱ ଜଳ ଦିବସ ଜଳ ଶକ୍ତିର ଗୁରୁତ୍ୱ ଉପଲବ୍ଧୀ କରିବାର ଏବଂ ଜଳ ସଂରକ୍ଷଣ ପାଇଁ ଆମ ସଂକଳ୍ପକୁ ଦୃଢ଼ୀଭୂତ କରିବାର ଏକ ଅବସର ।

ଜଳ ସଂରକ୍ଷିତ ହେଲେ, ଆମ ସହର, ଗ୍ରାମ ଏବଂ କଠିନ ପରିଶ୍ରମ କରୁଥିବା କୃଷକମାନଙ୍କୁ ବହୁ ଉପକାର ଓ ଲାଭ ମିଳିଥାଏ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

***