Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତିସଙ୍ଘ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


 

ଜାତିସଙ୍ଘ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଆନ୍ତର୍ଜାତିକ ସଙ୍ଗଠନକୁ ଶୁଭେଚ୍ଛା ଜଣାଇଛନ୍ତି ।

“ଜାତିସଙ୍ଘ ଦିବସ ଅବସରରେ ଅଭିନନ୍ଦନ । ଆମେ ବିଶ୍ୱ ଶାନ୍ତିର ପ୍ରସାର ପାଇଁ ଜାତିସଙ୍ଘର ପ୍ରୟାସକୁ ପ୍ରଶଂସା କରୁଛୁ ଏବଂ ଜାତିସଙ୍ଘର ମାର୍ଗଦର୍ଶନରେ ଗ୍ରହଣ କରାଯାଉଥିବା ବିବିଧ ପଦକ୍ଷେପକୁ ମଧ୍ୟ ବେଶ ପସନ୍ଦ କରୁଛୁ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।