Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ କନ୍ୟା ଦିବସରେ ଝିଅଙ୍କ ଶକ୍ତି, ସାମର୍ଥ୍ୟ, ଧୌର୍ଯ୍ୟକୁ ପ୍ରଣାମ ଜଣାଇଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ କନ୍ୟା ଦିବସ ପାଳନ ଅବସରରେ ଝିଅ ପିଲାମାନଙ୍କ ଶକ୍ତି, ସାମର୍ଥ୍ୟ ଓ ସହନଶୀଳତାକୁ ପ୍ରଣାମ ଜଣାଇଛନ୍ତି ।

“ଆମେ ଝିଅ ପିଲାମାନଙ୍କ ଶକ୍ତି, ସାମର୍ଥ୍ୟ ଓ ସହନଶୀଳତାକୁ ସାଲ୍ୟୁଟ କରୁଛୁ । ବିଭିନ୍ନ କ୍ଷେତ୍ରରେ ଝିଅମାନଙ୍କ କୃତି ଓ ସାଫଲ୍ୟ ଯୋଗୁଁ ଆମେ ଗୌରବାନ୍ଵିତ ଅନୁଭବ କରୁଛୁ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********