Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ ଦିବସରେ ଭିଏତନାମ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଜାତୀୟ ଦିବସରେ ଭିଏତନାମବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

“ଜାତୀୟ ଦିବସରେ ଭିଏତନାମ ଜନସାଧାରଣଙ୍କୁ ଅଭିନନ୍ଦନ । ଭିଏତନାମ ଆମର ବନ୍ଧୁ ରାଷ୍ଟ୍ର ଯାହା ସହିତ ଆମେ ଆମର ସମ୍ପର୍କକୁ ଗଢି ତୋଳିଛୁ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।