Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ ହସ୍ତତନ୍ତ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା


ଜାତୀୟ ହସ୍ତତନ୍ତ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କର ବାର୍ତ୍ତା ନିମ୍ନରେ ପ୍ରଦତ୍ତ କରାଗଲା……..

“ଜାତୀୟ ହସ୍ତତନ୍ତ ଦିବସରେ ଆସନ୍ତୁ ଆମେ ସମସ୍ତେ ପ୍ରତିଜ୍ଞା କରିବା, ହସ୍ତତନ୍ତ କ୍ଷେତ୍ରକୁ ପ୍ରେରଣା ଦେବା ଏବଂ ଆମ ଦୈନନ୍ଦିନ ଜୀବନରେ ହସ୍ତତନ୍ତର ବ୍ୟବହାରକୁ ବୃଦ୍ଧି କରିବା । ଆମ ହସ୍ତତନ୍ତ କ୍ଷେତ୍ର ବିବିଧତାରେ ଭରି ରହିଛି, ଏହା ମଧ୍ୟ ପରିବେଶଧର୍ମୀ ଏବଂ ଅଗଣିତ ବୁଣାକାରଙ୍କୁ ରୋଜଗାରର ପନ୍ଥା ଯୋଗାଇଛି । ଆମ ସହଯୋଗ ସେମାନକୁ ନିଶ୍ଚିତ ରୂପେ ପ୍ରୋତ୍ସାହିତ କରିବ ।

ଏହି କ୍ଷେତ୍ରରେ ଅନେକ ମହିଳା ନୟୋଜିତ ଅଛନ୍ତି । ହସ୍ତତନ୍ତ କ୍ଷେତ୍ରର ବିକାଶ ଦ୍ଵାରା ମହିଳା ସଶକ୍ତିକରଣକୁ ବଳ ମିଳିପାରିବ”।

****