Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାମ୍ମୁ-କାଶ୍ମୀରରେ ସହିଦ ଯବାନମାନଙ୍କ ପ୍ରତି ଶେଷ ସମ୍ମାନ ଜଣାଇଲେ ପ୍ରଧାନମନ୍ତ୍ରୀ


ଜାମ୍ମୁ-କାଶ୍ମୀରରେ ସମ୍ପ୍ରତି ଆତଙ୍କବାଦୀଙ୍କ ସହ ମୁକାବିଲାରେ ସହିଦ ହୋଇଥିବା 3 ଜଣ ଯବାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ଶେଷ ସମ୍ମାନ ଜଣାଇଛନ୍ତି । ଏହି ଜବାନମାନେ ହେଲେ ମେଜର ସତୀଶ ଦହିୟା, Ptr. ଧର୍ମେନ୍ଦ୍ର କୁମାର ଏବଂ ଜେନେରାଲ ଆହତୋଷ କୁମାର ।

ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ ଗସ୍ତରୁ ଫେରିବା ପରେ ନୂଆଦିଲ୍ଲୀ ବିମାନ ବନ୍ଦରଠାରେ ସହିଦଙ୍କ ପ୍ରତି ତାଙ୍କ ଶେଷ ସମ୍ମାନ ଜଣାଇଛନ୍ତି ।

***