ପିଏମଇଣ୍ଡିଆ
ଜାଲିଆନାୱାଲା ବାଗ ଗଣସଂହାରର ଶହୀଦମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ଜାଲିଆନାୱାଲା ବାଗ ଗଣସଂହାରର ସାହାସୀ ଶହୀଦମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରୁଛି । ଶହୀଦମାନଙ୍କର ଅଦମନୀୟ ସାହାସ ସବୁବେଳେ ସ୍ମରଣୀୟ ରହିବ । ଆମର ସ୍ୱାଧୀନତା ପାଇଁ ସେମାନେ ସେମାନଙ୍କର ପ୍ରାଣ ଉତ୍ସର୍ଗ କରିଦେଇଥିଲେ ।”
***
Tributes to the brave martyrs of the Jallianwala Bagh massacre. The indomitable spirit of the martyrs will always be remembered. They sacrificed their lives for our freedom.
— Narendra Modi (@narendramodi) April 13, 2018