Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାଲିଆନୱାଲା ବାଗର ଅମର ସହିଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଣିପାତ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାଲିଆନୱାଲା ବାଗ ଗଣହତ୍ୟାର ସହିଦମାନଙ୍କୁ ପ୍ରଣିପାତ କରିଛନ୍ତି ।

“ ଜାଲିଆନୱାଲା ବାଗ ଗଣହତ୍ୟାର ସହିଦମାନଙ୍କୁ ପ୍ରଣିପାତ । ସେମାନଙ୍କ ବୀରତ୍ଵ ଓ ଶୌର୍ଯ୍ୟ ଅବିସ୍ମରଣୀୟ,” କହି ପ୍ରଧାନମନ୍ତ୍ରୀ ତାଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

**********