Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜିଏସଟି ବିଲ ଗୃହୀତ ହେବା ପରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଜିଏସଟି ବିଲ ଗୃହୀତ ହେବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

“ଜିଏସଟି ବିଲ ଅନୁମୋଦିତ ହୋଇଥିବାରୁ ସମସ୍ତ ଦେଶବାସୀଙ୍କୁ ମୋର ଅଭିନନ୍ଦନ । ନୂଆ ବର୍ଷ, ନୂଆ ଆଇନ ଏବଂ ନୂଆ ଭାରତ,” ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********